ଢେଙ୍କାନାଳ ର ନୂତନ ଜିଲ୍ଲାପାଳ ରୁପେ ଯୋଗଦେବେ ସରୋଜ କୁମାର ସେଠୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ଯୋଗଦେବେ ନୂତନ ଜିଲ୍ଲାପାଳ . ଓଡିଶା ରାଜ୍ୟ ପାନୀୟଜଳ କର୍ପୋରେଟ ଲିମିଟେଡ ର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ଙ୍କୁ ଢେଙ୍କାନାଳ ର ନୂତନ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତି କରାଯାଇଛି . ସାଧାରଣ ପ୍ରଶାସନ ବିଭାଗ ତରଫରୁ ଜାରି ହୋଇଥିବା ସୂଚନା ଅନୁସାରେ କାର୍ଯ୍ୟରତ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବରେ ପୋଷ୍ଟିଙ୍ଗ କରାଯାଇଛି । ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳର ନୂତନ ଜିଲ୍ଲାପାଳ ଭାବରେ ଯୋଗଦେବା ପାଇଁ ଏକ ସରକାରୀ ବିବୃତ୍ତିରେ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *