ଜରପଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମର୍ଦ୍ଧନା !!!

Spread the love

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ମଣ୍ଡଳ ତରଫରୁ ଜରପଡା ଥାନା ଛକ ଠାରେ ବାଜା ବାଣ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମର୍ଦ୍ଧନା ଜଣାଇଲେ ଜରପଡା ଅଞ୍ଚଳ ବାସୀ l ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଗସ୍ତି ବେହେରା , ଜିଲ୍ଲା ପରିଷଦ ପ୍ରାଥୀ ଅଜିତ ପ୍ରଧାନ , କହେଁଇ ସାହୁ , ଡ଼ମ୍ବୁରୁ ବେହେରା , ଜିଲ୍ଲା ଯୁବମୋର୍ଚ୍ଚା ର ଆଇନ ସଂଯୋଜକ ଚିତ୍ତ ରଞ୍ଜନ ଦାସ , ବିଜୁ ପ୍ରଧାନ , ମଣ୍ଡଳ ସଭାପତି ମଦନ ମୋହନ ଗଡ଼ନାୟକ , ସଂଗ୍ରାମ ପ୍ରଧାନ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜୀବନାନନ୍ଦ ସାହୁ , କାଳିଆ ବେହେରା , ପ୍ରତାପ ସାହୁ , ଶ୍ରୀପତି ପ୍ରଧାନ , ପ୍ରଫୁଲ୍ଲ ବେହେରା , ଅଜୟ ବେହେରା , ଲମ୍ବୁଧର ସାହୁ , ଝାରୁ ସାହୁଙ୍କ ସମେତ ମଣ୍ଡଳ ର ଶତାଧିକ ବରିଷ୍ଠ ବିଜେପି କର୍ମୀ ମାନେ ଉପସ୍ଥିତ ରହି ଜରପଡା ଥାନା ଛକ ଠାରେ କେନ୍ଦ୍ରମନ୍ତ୍ରୀ ଙ୍କୁ ସମର୍ଦ୍ଧନା ଜଣାଇଥିଲେ l

Leave a Reply

Your email address will not be published. Required fields are marked *