ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ତପୋବନ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମହିମା ଧର୍ମର ଆଦ୍ୟପୀଠ ମହିମା ତପୋବନ ପୀଠସ୍ଥଳୀ , କାଦୁଆ ଠାରେ ମହିମା ଧର୍ମର…

ଆମ ରିପୋଟରକଟକଜିଲ୍ଲା

କଲ୍ୟାଣ ମଣ୍ଡପ ଓ ନୂତନ ଗ୍ରାମ ପଞ୍ଚାୟତର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ ଚନ୍ଦ୍ର ସାରଥୀ ବେହେରା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ କନ୍ଦରପୁରରେ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ଦ୍ଵାରା ନୂତନ ଗ୍ରାମପଞ୍ଚାୟତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବାଣପୁର ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବାଲୁଗାଁ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ସିଡିଏମ୍ଓ ଖୋର୍ଦ୍ଧା ପକ୍ଷରୁ ବିଭିନ୍ନ…

ଆମ ରିପୋଟରକଟକଜିଲ୍ଲା

ହରିଜନ ସେବକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ”ହରିଜନ ସେବକ ସଂଘ” ତରଫରୁ କଟକ ମାଟିର ଚଉଳିଆଗଞ୍ଜର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳରେ ବିଶ୍ୱ ମିତଵ୍ୟୟିତା ଦିବସ ପାଳିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ଆନୁକୂଲ୍ୟରେ ବିଶ୍ବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ତୁରନ୍ତ ଦୁଃଖ ବୁଝିଲେ ଜିଲ୍ଲାପାଳ : ଦୁଇ ଘଣ୍ଟା ମଧ୍ୟ୍ୟରେ ଅସହାୟ ରୋଗୀଙ୍କୁ ମିଳିଲା ଚିକିତ୍ସା ସୁବିଧା !!!

ବାଣପୁର ( ଆବାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକରଣ ଗ୍ରାମରୁ ଟିପର ଚୋରି ଘଟଣା ର ପର୍ଦ୍ଦାଫାସ କଲା ସୁକିନ୍ଦା ପୋଲିସ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକରଣ ଗ୍ରାମରୁ ୨୧ ତାରିଖ ବିଳମ୍ବିତ ରାତିରେ ଡ୍ରାଇଭର ଅମ୍ବୁଜ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ୱ ମିତବ୍ୟୟିତା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ବିଶ୍ୱ…

ଆମ ରିପୋଟରକଟକଜିଲ୍ଲା

ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ ଦ୍ୱାରା କୃଷକ ମେଳା ଆୟୋଜିତ !!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଶିମିଳିପୁର ନିକଟରେ ଥିବା ଭାରତ ପେଟ୍ରୋଲିୟମ ଶାଖା ର ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ…

ଆମ ରିପୋଟରଗଜପତିଜିଲ୍ଲା

ପୂର୍ବତନ ୱାର୍ଡ ମେମ୍ବର ଙ୍କ ନିଧନରେ ଶୋକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତ ନୂଆ କେରାଣ୍ଡି ଗ୍ରାମର ପୂର୍ବତନ…