ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ପୌରପାଳିକା ପକ୍ଷରୁ ଆଜି ଠାରୁ 5 ଦିନ ବ୍ୟାପି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ତତ୍ୱବଧାନରେ ଗ୍ରେ ୱାଟର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ସ୍ୱଚ୍ଛ ସାଥୀମାନେ ୱାର୍ଡ ନମ୍ବର 4 ରେ ଘର ଘର ବୁଲି ଲୋକମାନଙ୍କୁ ଏହି ସମ୍ବନ୍ଧରେ ବୁଝାଇଥିଲେ । ରଞ୍ଜୁଵାଲା ବେହେରା, ସରିତା ସେଠି, ସୁରତି ବେହେରା, ଗୀତାଞ୍ଜଳି ଖଟୁଆ, ଟୁନି ରାଉତ, ଅବନ୍ତି ସାହୁ, ମଂଜୁଲାତା ବେହେରା ପ୍ରମୂଖ କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଲୋକ ମାନଙ୍କୁ ବୁଝାଇଥିଲେ ।
ପୌରପାଳିକା ତରଫରୁ ଗ୍ରେ ୱାଟର ସର୍ଭେ ଆରମ୍ଭ !!!

