ଅଧିକାରୀ – ଜବରଦଖଲକାରୀ ମଧୁ ଚନ୍ଦ୍ରିକା : ସରକାର ହରାଉଛନ୍ତି ରାଜସ୍ୱ !!!

Spread the love

ସିଏମସି କମିଶନରଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲା ସୂଚନା ଅଧିକାର ଅଭିଯାନ ସମିତି

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅଧିକାରୀ ଜବରଦଖଲକାରୀ ମଧୁ ଚନ୍ଦ୍ରିକା . ସରକାର ହରାଉଛନ୍ତି ରାଜସ୍ୱ . କଟକ ମହାନଗର ନିଗମ ଅଧିକାରୀ ଓ ଜବରଦଖଲକାରୀଙ୍କ ମଧୁଚନ୍ଦ୍ରିକାରେ ସିଏମସି ପାର୍କିଂ ସ୍ଥାନରେ ବଢି ଚାଲିଛି ବେଆଇନ ଉଠା ଦୋକାନ . ସିଏମସି ର କିଛି ଅଧିକାରୀ ପାର୍କିଙ୍ଗ ସ୍ଥାନକୁ ଉଠା ଦୋକାନୀଙ୍କୁ ଭଡା ଲଗାଇବା ଦ୍ୱାରା ସରକାରଙ୍କ ବ୍ୟାପକ ରାଜସ୍ଵ ହାନୀ ସହିତ ଗୁରୁତର ଟ୍ରାଫିକ ସମସ୍ୟା ଦେଖା ଦେଉଛି । ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପରେ ମଧ୍ୟ କଟକ ମହାନଗର ନିଗମ କମିଶନର ଙ୍କ ନୀରବତା ନେଇ ପ୍ରଶ୍ନ ଉଠାଇଲା କଟକ ଜିଲ୍ଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ ଶାଖା .

Leave a Reply

Your email address will not be published. Required fields are marked *