ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଉଠା ଦୋକାନୀଙ୍କୁ କୋଭିଡ ସହାୟତା ରାଶି ବଣ୍ଟନ : ରାସନ କାର୍ଡ ହିତାଧିକାରୀଙ୍କୁ ମିଳିଲା ୧ ହଜାର ଟଙ୍କା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନଏସି ରେ ବହୁ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ମ୍ୟୁନିସିପାଲଟି ରେ ଯୋଡି ହେଲା ବିକାଶ ର ଆଉ ଏକ ଫର୍ଦ୍ଦ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିକାଶ ର ଆଉ ଏକ ଫର୍ଦ୍ଦ ଯୋଡି ହେଲା ନୟାଗଡ଼ ମ୍ୟୁନିସିପାଲଟି ରେ ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକାରେ ନୂତନ ତହସିଲଦାର ଭାବେ ଯୋଗଦେଲେ ଓଏଏସ ଅଧିକାରୀ ସୁରେଶ ଚନ୍ଦ୍ର ପଣ୍ଡା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲରେ ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଆର୍ଯ୍ୟ ସମାଜର ସାମୁହିକ ଉପନୟନ କର୍ମରେ ଯୋଗଦେଲେ ନାମ ମନ୍ଦିର ପରିବାରର କର୍ମକର୍ତ୍ତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଆର୍ଯ୍ୟ । ଆମେ ବେଦଜ୍ଞ ବିଦ୍ୱାନ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡରେ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଘାଟିତ !

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମା ଦକ୍ଷିଣ କାଳୀ ପଡିଆ ଠାରେ ଆଞ୍ଚଳିକ ସ୍ତରୀୟ ଆମ ଲୋକକଳା ଆମ…

ଆମ ରିପୋଟରଜିଲ୍ଲାନୟାଗଡ

ପଠାଣି ସାମନ୍ତଙ୍କୁ ଭୁଲିଗଲା ନୟାଗଡ ଜିଲ୍ଲା ପ୍ରଶାସନ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ବହୁ ଆଡ଼ମ୍ବରରେ ଜିଲ୍ଲା ପଲ୍ଲୀଶ୍ରୀ ମେଳା ଏବଂ ଆମ ଲୋକକଳା ଆମ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ସମେତ ରାଜ୍ୟର ୨୨ ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ ଟି ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଗୁଳ ସମେତ ୨୨ଟି ଜିଲ୍ଲାରେ ଅତ୍ୟାଧୁନିକ ୫୫ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ : ୩୦ ଲିଟର ଦେଶୀ ମଦ ଜବତ , ୨ ଜଣ ମଦ ବେପାରୀ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କନ୍ତଳ ବାଇ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଗଣଦୁଷ୍କର୍ମ ମାମଲାର ବିଚାର : ୪ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ , ପୀଡ଼ିତାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ଏକ ଗଣଦୁଷ୍କର୍ମ ମାମଲାର ବିଚାର…

ଆମ ରିପୋଟରଜିଲ୍ଲାନୟାଗଡ

ଟେଲି ଯୋଗାଯୋଗ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ବଢ଼ିଲା ଦଶପଲ୍ଲା !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : କଳସଖମଣ ରେ ମୋବାଇଲ ଟାୱାର ଉଦଘାଟନ କଲେ ବିଧାୟକ ଏବଂ ସାଂସଦ ll…