ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ଗାଇଡ଼ ଲାଇନ . ସହାରାଞ୍ଚଳକୁ ପୁଣି ଫେରିଲା ରାତ୍ରୀ କାଳୀନ କର୍ଫ୍ୟୁ . କୋଭିଡ଼ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏସଆରସି ଜାରି କଲେ ନୂଆ ଗାଇଡଲାଇନ । ଏଣିକି ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ହାଟ ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ କମିଶନର । ଭିଡ଼ ହେଲେ ମଲ, ଦୋକାନ ମାଲିକ ଦାୟୀ ରହିବେ । ଦୋକାନ ଓ ମଲ୍କୁ ୭ ଦିନ ଯାଏଁ ବନ୍ଦ କରାଯିବ ।
ପୁଣି ଫେରିଲା ନାଇଟ କର୍ଫ୍ୟୁ !!!

