କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସମଲ ରୁ ତାଳଚେର ରାସ୍ତା ବିଲିଣ୍ଡା ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣା । ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ବିଲିଣ୍ଡା ଗ୍ରାମ ନିକଟରେ ଏକ ମଟର ସାଇକେଲ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହତ ବ୍ୟକ୍ତି ବାଘୁଆବୋଲ ଅଞ୍ଚଳର ବୋଲି ଜଣାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା ।
ବିଲିଣ୍ଡା ଗ୍ରାମ ନିକଟରେ ମଟର ସାଇକେଲ ଦୁର୍ଘଟଣା !!!

