କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ଅନୁସୂଚିତ ଜାତି ସେଲ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବିଜୁ ଜନତା ଦଳ ଦଳିତ ଜାତି ସେଲ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦଶରଥ ମଲ୍ଲିକ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୁହାଳସିଂ ସରପଞ୍ଚ ନଟବର ସେଠି , ସେଲର କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ମଲ୍ଲିକ, ଉପ ସଭାପତି ନଗେନ ଜେନା , କେଳାପଡା ଦଳିତ ଜାତି ସେଲର ସାଧାରଣ ସମ୍ପାଦକ ତ୍ରୈଲୋକ୍ୟନାଥ ମଲ୍ଲିକ, ରୋହିତ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ସୁଧୀର ମଲ୍ଲିକ, ପ୍ରମିଳା ସେଠି, ନଗର ସଭାପତି ଭୀମସେନ ବେହେରା ,ବିଜୁ ଜନତା ଦଳ ରାଜ୍ୟ ସମ୍ପାଦକ ଦୁଷ୍ମନ୍ତ ମଲ୍ଲିକ ଏବଂ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ସଭାପତି ଓ କର୍ମକର୍ତ୍ତା ଯୋଗ କରିଥିଲେ । କୃଷ୍ଣଚନ୍ଦ୍ର ମଲ୍ଲିକ, ତନୁଜ ମଲ୍ଲିକ, ମାନସ ସେଠି ସଭା ପରିଚାଳନା କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଦଳକୁ କୁ ସୁଦୃଢ଼ କରିବା ଏହି ସଭାର ମୁଖ୍ୟ ଆଭିମୁଖ୍ୟ ରହିଥିଲା ।

Leave a Reply

Your email address will not be published. Required fields are marked *