ରେଳ ଧାରଣରୁ ମୃତ ଦେହ ଉଦ୍ଧାର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରେଳ ଧାରଣା ରୁ ପୁଣି ଏକ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅନ୍ତର୍ଗତ କଜଳା ନିକଟରେ ଥିବା ରେଳ ଧାରଣାରେ ଦୀର୍ଘ ସମୟ ଧରି ଖଣ୍ଡ ବି ଖଣ୍ଡିତ ଅବସ୍ଥାରେ ପଡି ରହିଥିଲା ଏକ ମୃତ ଦେହ । ମୃତକଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଥିଲା ସଦର ଥାନା ପୋଲିସ ଏବଂ ଆରମ୍ଭ କରିଥିଲା ତଦନ୍ତ । ଅନ୍ୟ ପକ୍ଷରେ ମୃତକଙ୍କ ଘର କେନ୍ଦ୍ରାପଡା ବଡହାଟ ହୋଇଥିବା ବେଳେ ପରିଚୟ ଶଙ୍କରା ନାମକ ବୋଲି ଯାହା ସୂଚନାରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *