ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ଦଳ ମାନେ ଜିଲ୍ଲା ପରିଷଦ ପାଇଁ ଦଳୀୟ ଚିହ୍ନରେ ପ୍ରାର୍ଥୀ ଦେଇଛନ୍ତି , ତେବେ କଣିହାଁ ବ୍ଲକ ରେ ବିଭିନ୍ନ ପଞ୍ଚାୟତରେ ଦଳୀୟ ପ୍ରାର୍ଥୀ ଦେଇଛନ୍ତି ପାଲଲହଡା ବିଧାୟକ ମୁକେଶ କୁମାର ପାଳ . ଏକଥା ଆମେ କହୁନୁ , ନିଜେ ବିଧାୟକ ଏକଥା ନିଜ ଫେସବୁକ ପେଜ ରେ ସେୟାର କରିଛନ୍ତି . ଏପରିକି ଶଙ୍ଖ , ତାଲାଚାବି ଏବଂ ସୂର୍ଯ୍ୟ ଚିହ୍ନରେ ମୋହର ମାରିବା ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି .
ଅଘୋଷିତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପାଲଲହଡା ବିଧାୟକଙ୍କ ପ୍ରଚାର !!!

