ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଅଶୋକ ସାହୁଙ୍କର ପିତୃ ବିୟୋଗ ଘଟିଛି . ଭଦ୍ରକ ଜିଲ୍ଲା ବାସିନ୍ଦା ସାମ୍ବାଦିକ ସାହୁଙ୍କର ପିତା ଦାମୋଦର ସାହୁ ବାର୍ଦ୍ଧକ୍ୟ ଅବସ୍ଥାରେ ଭଦ୍ରକ ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି . ଆତ୍ମୀୟ ସ୍ୱଜନ ଏବଂ ପରିବାରଲୋକଙ୍କ ଗହଣରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ନିଆ ଯାଇଥିବା ସମୟରେ ଏହି ଘଟଣା ଶୁଣି ବହୁ ସାମ୍ବାଦିକ ଏବଂ ଗଣମାଧ୍ୟମ କର୍ମଚାରୀ ଶୋକଵ୍ୟକ୍ତ କରିଛନ୍ତି .
ବରିଷ୍ଠ ସାମ୍ବାଦିକଙ୍କ ପିତୃ ବିୟୋଗ !!!

