ମେଧାଛାତ୍ର ସାଇମନ ଦାଶଙ୍କ ସଫଳତା ନେଇ ଅଞ୍ଚଳବାସୀ ଙ୍କ ତରଫରୁ ପ୍ରଶଂସାର ସୁଅ ।

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ଶ୍ରୀରାମ ଦଧିବାମନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶ୍ରୀମାନ ସାଇମନ ଦାଶ ୨୦୨୦ – ୨୦୨୧ ଶିକ୍ଷାବର୍ଷ ୩ ୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଭଲ ନମ୍ବର ରଖି କୃତିତ୍ଵର ସହ ଗୌରବ ଅର୍ଜନ କରିଛନ୍ତି । ସେ ପିତା ପ୍ରସନ୍ନ ଦାସ ମାତା ଝିଲି ଦାସଙ୍କ ସୁପୁତ୍ର ଅଟନ୍ତି । ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅଧ୍ୟାପକ ବିଜୟ ପାତ୍ର ଓ ସମ୍ପାଦକ ରବୀନ୍ଦ୍ର କୁମାର ଦେବତା, ବିଦ୍ୟାନ୍ଦିରର ପ୍ରଧାନ ଆଚାର୍ଯ୍ୟ ମିନତି ନାୟକ, ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଗୀତାଞ୍ଜଳି ଆଚାର୍ଯ୍ୟ ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ମାନେ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *