ବାରଙ୍ଗ ରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ତୁଷାରକାନ୍ତ ଆଗୁଆ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ନିର୍ବାଚନ ମଣ୍ଡଳୀ ବାରଙ୍ଗ 32 ନମ୍ବର ଜିଲ୍ଲା ପରିଷଦ ଜୋନ ରେ ଅଷ୍ଟମ ରାଉଣ୍ଡ ଗଣତି ସୁଦ୍ଧା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ 1025 ଖଣ୍ଡ ଭୋଟ ରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ସୁମିନା ପ୍ରଧାନଙ୍କ ଠାରୁ ଆଗରେ ଅଛନ୍ତି . ଅଷ୍ଟମ ରାଉଣ୍ଡ ଗଣତି ଚାଲିଥିବା ସମୟରେ ବିଜେପି ପ୍ରାର୍ଥୀ ତୁଷରାକାନ୍ତ ଚକ୍ରବର୍ତ୍ତୀ ମୋଟ 6564 ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ମିଳିଛି 5539 ଖଣ୍ଡ ଭୋଟ . ଚଳିତ ନିର୍ବାଚନରେ ବାରଙ୍ଗ ଜୋନ ରେ ଦେଖିବାକୁ ମିଳିଛି କଡା ମୁକାବିଲା .

Leave a Reply

Your email address will not be published. Required fields are marked *