ଆମ ରିପୋଟରକନ୍ଧମାଳଜିଲ୍ଲା

ବସୁଧା ଯୋଜନା ଫେଲ : ସମସ୍ୟା ଘେରରେ ଅଞ୍ଚଳ ବାସୀ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରିଗୁଡା ପଞ୍ଚାୟତ ଉଜୁମୁଷ୍ପା ଗାଁ ରେ ରହି…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ପୂର୍ବ ବାଙ୍କୀ ରେ ଭୋଟ ସରିଲା : ପଶ୍ଚିମ ବାଙ୍କୀ ରେ ପ୍ରଚାର ସରିଲା !!!

ଡମପଡା // ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ // ଅନନ୍ତ ରଣା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପୂର୍ବ ବାଙ୍କୀ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖୋର୍ଦ୍ଧା ଅବକାରୀ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ବାଘମାରି ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଡ଼ ଖାଇଗଲା ଫସଲ : ନାଚୁଣୀରେ ନିଜ କମ୍ପାନୀର ୩୨ ଲକ୍ଷରୁ ଉର୍ଦ୍ଧ୍ଵ ସୁନାଗହଣା ଲୁଟିନେଲେ କର୍ମଚାରୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରୁ ପାଖପାଖି ୩୨ ଲକ୍ଷରୁ ଉର୍ଦ୍ଧ୍ଵ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁରରାଜନୀତିରାଜ୍ୟ

ବନ୍ଧଗାଁରେ ରାଜନୈତିକ ହିଂସା : ଜଣେ ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁରେ ବିଳମ୍ବିତ ରାତି ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ରାଜନୈତିକ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଆନ୍ଦୋଳନ ଚେତାବନୀ ଦେଲେ ଢେଙ୍କାନାଳ ସାଂସଦ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଚଳିତ ମାସ ଶେଷ ସୁଦ୍ଧା ତାଳଚେର ଥର୍ମାଲ ଛଟେଇ ଶ୍ରମିକ ନିୟୋଜନ ଓ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜରପଡ଼ାର ଲୋମଟାଙ୍କୁରା ଅଭାବନୀୟ ଘଟଣା !!!

ଚ୍ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକାରେ ଘଟିଯାଇଛି ଅଭାବନୀୟ ଘଟଣା . ୭ ବର୍ଷର…

ଆମ ରିପୋଟରଗଜପତିଜିଲ୍ଲା

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଶ୍ୱ ମାତୃଭାଷା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ” ବିଶ୍ୱ ମାତୃଭାଷା ଦିବସ ”…

ଆମ ରିପୋଟରକଟକଜିଲ୍ଲା

ବିଦ୍ୟାର୍ଥୀଙ୍କ ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଲେ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ନୂଆପଡ଼ା ସ୍ଥିତ ଶୁଭମ ବିଦ୍ୟା ନିକେତନର ଛାତ୍ରୀ ସ୍ୱୟଂପ୍ରଜ୍ଞା…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ସାମ୍ବାଦିକ ମାନଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ମରଣାତ୍ମକ ଆକ୍ରମଣକୁ ତିବ୍ର ଭାବରେ…