ଆମ ରିପୋଟରଗଜପତିଜିଲ୍ଲା

ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କଲେ ନିର୍ମଳା ସେଠୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଦାୟିତ୍ୱ ଗ୍ରହଣ କରିଛନ୍ତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମଧୁପୁର ଖୋର୍ଦ୍ଧା ରେ ରେଳ ଫାଟକ ଉଠାଇବା ପ୍ରତିବାଦ ରେ ଶାନ୍ତିପୂର୍ଣ୍ଣ ଗଣଧାରଣା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖୋର୍ଦ୍ଧା ନିକଟସ୍ଥ ଧଉଳିମୁହଁ ଓ ତାପଙ୍ଗ ଷ୍ଟେସନ ମଧ୍ୟରେ ମଧୁପୁର ଠାରେ ପୂର୍ବତଟ ରେଳବାଇ…

ଆମ ରିପୋଟରଗଜପତିଜିଲ୍ଲା

ସେଞ୍ଚୁରିଆୟାନ କୃଷି ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଜୈବିକ କୀଟନାଶକ କୁ ନେଇ ସଚେତନତା ପ୍ରଦର୍ଶନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରାଣୀପେଣ୍ଠ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଞ୍ଚୁରିଆୟାନ କୃଷି…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ଅବ୍ୟବସ୍ଥା ଘେରରେ ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଟି…

ଆମ ରିପୋଟରକଟକଜିଲ୍ଲା

ପରଲୋକରେ ଧର୍ମପ୍ରାଣା ମହିଳା ଭାଗ୍ୟଶ୍ରୀ ଜେନା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ଆୟତପୁର ପଞ୍ଚାୟତର ଦଣ୍ଡୁଆସିପଡା ଗ୍ରାମର ଧର୍ମପ୍ରାଣ ମହିଳା ଭାଗ୍ୟଶ୍ରୀ…

ଆମ ରିପୋଟରକଟକଜିଲ୍ଲାଯାଜପୁର

ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ଖନନ କାର୍ଯ୍ୟକୁ ବିରୋଧ କଲେ ଚିତ୍ରୀ ନୂଆସାହି ଗ୍ରାମବାସୀ !!!

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଚିତ୍ରୀ ପଞ୍ଚାୟତ ନୂଆସାହି ଗ୍ରାମର ଲୋକ ମାନେ ରେଙ୍ଗାଲି…

Breaking newsଆମ ରିପୋଟରଜିଲ୍ଲାଯାଜପୁର

ବାରଗଡିଆ ଟୋଲ ଗେଟ ଛକ ପାଖ ମୁଖ୍ୟ ରାସ୍ତାରେ ଡ୍ରମ୍ଫର୍ ଓଲଟି ଡ୍ରାଇଭର ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡିଆ ଟୋଲ ଗେଟ ଛକ ପାଖ ମୁଖ୍ୟ ରାସ୍ତାରେ ରାତି…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚୋରି କାର ଉଦ୍ଧାର : ଅଭିଯୁକ୍ତ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବା ସହ…

ଆମ ରିପୋଟରକଟକଜିଲ୍ଲାଯାଜପୁର

ଓଳିଆ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣା : ବାଇକ ଆରୋହୀ ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଓଳିଆ ପଞ୍ଚାୟତ ଛକ ପାଖରେ ବାଇକ ଦୁର୍ଘଟଣା , ବାଇକ ଆରୋହୀ…