ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବୈଦେଶ୍ଵର ଥାନା ଅନ୍ତର୍ଗତ ଖଜୁରୀପଦା ଗ୍ରାମରେ ଚୋରୀ କରୁଥିବା ସମୟରେ ଧରା ପଡିଲେ ଦୁଇ ଯୁବକ . ଅଟକ ଦୁଇ ଜଣ ଯୁବକ କିଆପଲ୍ଲା ଗ୍ରାମପଞ୍ଚାୟତ କମଳପୁର ଗ୍ରାମ ର ପିଙ୍କୁ ରାଉତ , ପିତା – ଦିଲ୍ଲୀପ ରାଉତ ଏବଂ ବିପିନ ରାଉତ , ପିତା – ଗନ୍ଧର୍ବ ରାଉତ ବୋଲି ସୂଚନା ମିଳିଛି . ରାତିରେ ଚୋରୀ କରୁଥିବା ସମୟରେ ଧରା ପଡିଛନ୍ତି ଏହି ଦୁଇ ଜଣ ।
ଚୋରୀ କରୁଥିବା ବେଳେ ଧରାପଡ଼ି ୨ ଅଟକ !!!

