ଜନ୍ମ ମାଟିରେ ସମାଜସେବୀ ଗଜେନ୍ଦ୍ର ନାଥ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦରର କିଶୋରନଗର ମଣ୍ଡଳ ଅନ୍ତର୍ଗତ ବାରଦା ପଞ୍ଚାୟତର ଶଗଡିପାଟଣା ଗ୍ରାମର ସମାଜସେବୀ ସ୍ୱର୍ଗତ ଗଜେନ୍ଦ୍ର ନାଥ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇ ଯାଇଛି । ଏହି ସଭାରେ ହିନ୍ଦୁ ଜାଗରଣ ମଞ୍ଚର ଓଡିଶା ପ୍ରାନ୍ତ ସଂଗଠକ ତନ୍ମୟ ଦାଶ, କଟକ ସଦର ଜିଲ୍ଲା ସଂଯୋଯକ ଜୟନ୍ତ ଦାଶ, କିଶାନ ସଂଘର ଜିଲ୍ଲା ସଂଯୋଯକ ଦେବୀ ପ୍ରସାଦ ପତି, ଅନୀଲ୍ ମହାପାତ୍ର, ବଜରଙ୍ଗ ଦଳ କିଶୋରନଗର ସଂଯୋଯକ ବିପ୍ଳବ ସ୍ୱାଇଁ , ସଞ୍ଜୟ ସେଠୀ, ଅଖନ ଦାଶ, ବିକ୍ରମ ମାଝୀ, ପ୍ରତାପ ରୁଦ୍ର ସେଠୀ, ବାବାଜୀ ବିଶ୍ୱାଳ , ରଘୁନାଥ ଚୌଧୂରୀ, ଲକ୍ଷ୍ମୀଧର ଜେନା, ରାଜେଶ୍ ଜେନା, ସମାତନ ନାୟକ, ସୁଦର୍ଶନ ଜେନା, କବିଭୂଷଣ ଆଚାର୍ଯ୍ୟ, ଚକ୍ରଧର ମୂଦୁଲୀ, ବସନ୍ତ ଓଝା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ତାଙ୍କ ପରିବାର ପକ୍ଷରୁ ପୁତ୍ର ବିଜୟ କୁମାର ସାହୁ, ସଞ୍ଜୟ ସାହୁ, ବୋହୂ ମଧୂସ୍ମିତା ସାହୁ, ସମାପିକା ସାହୁ , ନାତି ନାତୂଣୀ ମୟଙ୍କ ସାହୁ, ଶଶାଙ୍କ ସାହୁ, ସୁପ୍ରିୟା ପ୍ରିୟଦର୍ଶୀନୀ ସାହୁ, ବିଜୟଲକ୍ଷ୍ମୀ ସାହୁ
ଧର୍ମପତ୍ନୀ ସାବିତ୍ରୀ ସାହୁ ଏବଂ ସ୍ଥାନୀୟ ବାସିନ୍ଦା ଶୋକବ୍ୟକ୍ତ କରିଛନ୍ତି । ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *