କଟକ ସଦର ( ଆଓ୍ୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ୪୨ ମୌଜା ଉପକଣ୍ଠ କଳପଡା ଗ୍ରାମ ପଞ୍ଚାୟତ ଉନ୍ନୟନ ମଞ୍ଚ ତରଫରୁ ଦହଁଗା ଗ୍ରାମ ଠାରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ଜଳଛତ୍ର ଆୟଯନ କରାଯାଇଥିଲା । ଏଥିରେ ଶକ୍ତିଧର ପତି, ଆଶିଷ ପତି, ତୃପ୍ତି ରଞ୍ଜନ ପତି, ଦୁର୍ଗାପ୍ରସାଦ ପତି, ପ୍ରିୟ ରଞ୍ଜନ ପତି, ସୁବାସୀଷ ପତି, ରାମେଶ୍ୱର ପତି, ଅଭିଷେକ ମହାପାତ୍ର, ମୁକ୍ତିକାନ୍ତ ମହାନ୍ତି, ଅନିଲ ମହାପାତ୍ର, ଯଶୋବନ୍ତ ପତି, ଅଜୟ ନାୟକ ପ୍ରମୁଖ ମଞ୍ଚର ସଭ୍ୟ ମାନେ ସହଯୋଗ କରିଥିଲେ ।
କଳପଡା ଗ୍ରାମ ପଞ୍ଚାୟତ ଉନ୍ନୟନ ମଞ୍ଚ ପକ୍ଷରୁ ରାମ ନବମୀ ଅବସରରେ ଜଳଛତ୍ର ସେବା !!!

