ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ାରେ ଖୋଲିଲା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦୀର୍ଘ ୨ ବର୍ଷ ପରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଖୋଲିଛି…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ପୀତାଚରି ରେଲୱେ କ୍ରସିଂ ଠାରେ ମୁଣ୍ଡ କଟା ଶରୀର ଉଦ୍ଧାର !!!!

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଟ୍ରେନ ରେ କଟି ଅଜଣା ବ୍ୟକ୍ତିଙ୍କ ମୁଣ୍ଡ ଗୋଟିଏ ପଟେ ଶରୀର ଗୋଟେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲାରେ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବାକୁ ଟାଟା ପାୱାର କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ଜିଲ୍ଲା କଂଗ୍ରେସ ର ଚେତାବନୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ନୟାଗଡ ସହ ଜିଲ୍ଲା ବ୍ୟାପି ଟାଟା ପାୱାର କମ୍ପାନୀ…

ଆମ ରିପୋଟରକଟକଜିଲ୍ଲା

ଅକ୍ଷୟ ତୃତୀୟା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

ନରସିଂହପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବହୁ ପୁରାତନ ଅକ୍ଷୟ ତୃତୀୟା ମହୋତ୍ସବ କିଛି ବର୍ଷହେଲା ପରିଚାଳନା ଅଭାବରୁ ବନ୍ଦ ରହିଥିଲା…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ମଙ୍ଗଳା ସାହି ର ଏକ ଘରୁ କିନ୍ନର ଙ୍କ ମୃତଦେହ ଉଦ୍ଧାର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ରାମେଶ୍ୱର ସାହି ସ୍ଥିତ ମଙ୍ଗଳା ସାହି ର ଏକ ଘରୁ ଜଣେ କିନ୍ନର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଆତ୍ମରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀ ମାନଙ୍କ ନିମନ୍ତେ…

ଆମ ରିପୋଟରକଟକଜିଲ୍ଲା

ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଅନ୍ୟତ୍ର କରିବା ପାଇଁ ପୁରାତନ ଛାତ୍ର ଙ୍କ ତରଫରୁ ଦାବୀପତ୍ର !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ସର୍ବ ପୁରାତନ ଖେଳପଡିଆ ରେ ଚାଲିଛି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ .…

ଆମ ରିପୋଟରଜିଲ୍ଲାନୟାଗଡ

ପୋକଷୁଙ୍ଗା ରେ ଅନୁଷ୍ଠିତ ହୋଇଯାଇଛି ଯନ୍ତାଳ ପର୍ବ !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲା ନୂଆଗାଁ ବ୍ଲକ ପାରାଢିପି ପଞ୍ଚାୟତ ର ପୋକଷୁଙ୍ଗା ଗ୍ରାମରେ ବଡ଼…

ଆମ ରିପୋଟରଜିଲ୍ଲାଯାଜପୁର

ଝରଣାସାହି ପାଖ ଜଙ୍ଗଲରେ ସାପ କାମୁଡାରେ ଯୁବକ ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଝରଣାସାହି ଗ୍ରାମର ଘନ ମୁଣ୍ଡା ରବିବାର ଅପରାହ୍ନ ସମୟରେ ପାଖ…