ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲା

ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !!!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ର କେନ୍ଦୁ ଡ଼ଙ୍ଗରୀ ଠାରେ ଜଣେ ଯୁବକଙ୍କ ଝୁଲନ୍ତା…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

୬ ତାରିଖ ସକାଳ ୫ ଘଟିକାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ NTPC ର ସବୁ ଠପ ପାଇଁ ଆହ୍ଵାନ !!!

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ତାଳଚେର ସୁରକ୍ଷା ମଞ୍ଚ ତରଫରୁ ଆସନ୍ତା ୬ ତାରିଖ ସକାଳ ୫ ଘଣ୍ଟିକା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଆଉ ସାତଦିନ ପାଇଁ ବଢ଼ିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଅବଧି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମାନ୍ୟବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବାଣପୁରଙ୍କ ନିକଟରେ ପିଟିସନ ଦାଖଲ କଲେ…

ଆମ ରିପୋଟରଜିଲ୍ଲାନୟାଗଡ

ସିନ୍ଦୁରିଆ ଗ୍ରାମରେ ଧୁମଧାମରେ ପାଳିତ ହୋଇଛି ଇଦ୍ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ମହକୁମା ସ୍ଥିତ ସିନ୍ଦୁରିଆ ଗ୍ରାମରେ ଧୁମଧାମରେ ଇଦ୍ ପାଳିତ ହୋଇଛି ।…

ଆମ ରିପୋଟରକଟକଜିଲ୍ଲା

ଶ୍ରୀ ସୁବୁଦ୍ଧେଶ୍ୱର ସାହିତ୍ୟ ସଂସଦ ତରଫରୁ ଆଦର୍ଶ କୃଷକ ସମ୍ବର୍ଦ୍ଧନା ପର୍ବ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଁଆରା ଗ୍ରାମ ପଞ୍ଚାୟତ ର କୁଆମଡ଼ା ସ୍ଥିତ ବାବା ଧୁଳିଆ ଷଣ୍ଢ ଆଶ୍ରମରେ…

ଆମ ରିପୋଟରକଳାହାଣ୍ଡିଜିଲ୍ଲା

ଥୁଆମୂଳ ରାମପୁର ରେ ଉଦଘାଟିତ ହେଲା JMFC କୋର୍ଟ !!!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଲସିରାମ ଛତ୍ରୀଆ : ଥୁଆମୂଳ ରାମପୁର ରେ ଉଦଘାଟିତ ହେଲା JMFC କୋର୍ଟ । ଖେଳିଲା ଜନସାଧାରଣଙ୍କ ମଧ୍ୟରେ…

ଆମ ରିପୋଟରଜିଲ୍ଲାନୟାଗଡ

ମା ସୁନାଦେଇ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବରେ ଯୋଗଦେଲେ ଦଶପଲ୍ଲା ବିଧାୟକ !!!

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ପୋଖରୀଗୋଛା ଗ୍ରାମ ପଞ୍ଚାୟତ ର ପ୍ରତ୍ୟକ୍ଷ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ଜିଲ୍ଲା ୱେବ୍ ମିଡିଆ ମହାସଂଘ ପକ୍ଷରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଉପ-ଜିଲ୍ଲାପାଳ ଭାବେ ଯୋଗ ଦେଇଥିବା ପ୍ରାଶାସନିକ ଅଧିକାରୀ ବୈତୁରା ଦୀପଙ୍କୁ ଅନୁଗୋଳ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ମହାକବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ସ୍ଥାନୀୟ ଗ୍ରାମଣୀ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଅନୁଷ୍ଠାନ…

ଆମ ରିପୋଟରକଟକଜିଲ୍ଲା

ବାଙ୍କୀ ରେ କୃଷି ଉତ୍ପାଦକ ସଂଘ ତରଫରୁ ଅକ୍ଷୟ ତୃତୀୟ ପାଳନ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମ ସ୍ଥିତ ଅନିବାବା ଆଶ୍ରମ ପରିସରରେ ବାଙ୍କୀ…