ଦଶପଲ୍ଲା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦଶପଲ୍ଲା ବ୍ଲକ ଖମାରସାହି ଗ୍ରାମ ପଞ୍ଚାୟତରେ ନିର୍ମାଣଧିନ ଭୀମରା ଚେକ ଡ୍ୟାମ କାର୍ଯ୍ୟ ବୁଲି ଦେଖିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା . କାର୍ଯ୍ୟ ତଦାରଖ କରିବା ସମୟରେ ଦଶପଲ୍ଲା ବ୍ଲକ ଅଧିକାରୀ ଙ୍କ ସମେତ ଭୀମରା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ .
ନିର୍ମାଣଧିନ ଭୀମରା ଚେକ ଡ୍ୟାମ କାର୍ଯ୍ୟ ବୁଲି ଦେଖିଲେ ଦଶପଲ୍ଲା ବିଧାୟକ !!!

