ପବିତ୍ର ମୋହନ ସ୍ମୃତି ସଂସଦ ସଂଗଠନ ର ନିଆରା କାର୍ଯ୍ୟକ୍ରମ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ପବିତ୍ରନଗର ଠାରେ ପବିତ୍ର ମୋହନ ସ୍ମୃତି ସଂସଦ ସଂଗଠନ ତରଫରୁ ଆଜି ଛୋଟ ପିଲା ମାନଙ୍କୁ ଜୋତା ବଣ୍ଟନ କରାଯାଇଥିଲା । ବିରୁ ପଞ୍ଚାୟତ ଅନ୍ତର୍ଗତ ବାଲିଝରଣ, କାଶିଆ, ଢୋଲଗଣ୍ଡିଆ ଆଦି ଗ୍ରାମର ଛୋଟ ପିଲା ମାନଙ୍କୁ ଏହି ଜୋତା ବଣ୍ଟନ କରାଯାଇଥିଲା । ଏଥିରେ ସ୍ମୃତି ସଂସଦର ସଭାପତି ପ୍ରଦୀପ କୁମାର ସାହୁ ଓ ବିରୁ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ୟାମସୁନ୍ଦର ସାହୁ ଅଂଶ ଗ୍ରହଣ କରି ସମସ୍ତ ସହଯୋଗ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *