ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ଶ୍ମଶାନ ଜମିରୁ ତାଡି ନେଲେ ମାଟି : ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ନୀରବ ଦ୍ରଷ୍ଟା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ତହସିଲ ଅଞ୍ଚଳରେ ମାତିଛନ୍ତି ମାଟି ମାଫିଆ । ସେହି ମାଟି ମାଫିଆ କୁ…

ଆମ ରିପୋଟରଗଜପତିଜିଲ୍ଲା

ଜନ ଅଭିଯୋଗ ଶୁଣାଣି ଏବଂ ଗ୍ରାମ୍ୟମୁଖି ପ୍ରଶାସନ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶୋବରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଅଭିଯୋଗ…

ଆମ ରିପୋଟରକଟକଜିଲ୍ଲା

ଶ୍ରମିକ ସଂଘ ପକ୍ଷରୁ ମା ତାରିଣୀ ମେଳା ଅନୁଷ୍ଠିତ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଅସୁରେଶ୍ଵର…

ଆମ ରିପୋଟରଗଜପତିଜିଲ୍ଲା

କୃଷି ବିଭାଗ ରେ କର୍ମଚାରୀ ଅଭାଵ ପୂରଣ ହେବ କେବେ ???

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ…

ଅପରାଧଆମ ରିପୋଟରକଟକଜିଲ୍ଲାଯାଜପୁର

ମଙ୍ଗଳପୁର ଡ୍ରେନ ମଧ୍ୟରେ ପଡ଼ି ରହିଥିବା ଶବକୁ ରାତି ସାରା ଜଗି ରହିଲା ପୋଲିସ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମଙ୍ଗଳପୁର ଡ୍ରେନ ମଧ୍ୟରେ ପଡ଼ି ରହିଥିବା ଶବକୁ ରାତି ସାରା ଜଗି ରହିଲା ପୋଲିସ…

ଆମ ରିପୋଟରଗଜପତିଜିଲ୍ଲା

କିଶୋରୀ ବାଳିକା ସଶକ୍ତିକରଣ ଅଭିଯାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆକାଂକ୍ଷା ଜ଼ିଲ୍ଲା ସହଯୋଗୀ କାର୍ଯ୍ୟକ୍ରମ ଅନ୍ତର୍ଗତ ନୀତି ଆୟୋଗ ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନ୍…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଗୋମାଫିଆ ମାନଙ୍କୁ ସୁରକ୍ଷା : ଗୋ ରକ୍ଷକଙ୍କୁ ଅଣଦେଖା !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପ୍ରତ୍ୟକ ଦିନ ଓଡ଼ିଶାରୁ ଶହ ଶହ ଗାଡ଼ିରେ ହଜାର ହଜାର ଗୋରୁ ଙ୍କୁ ଅମାନୁଷିକ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର “ଓସଓ୍ବାନ୍” କକ୍ଷରେ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର – ବାଲୁଗାଁ ରେଳ ଓଭରବ୍ରିଜ ଉପରେ କାର – ବାଇକ ମୁହାଁମୁହିଁ : ଦୁଇ ଗୁରୁତର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ରେଳ ଓଭରବ୍ରିଜ ଉପରେ ଏକ କାର ଓ ବାଇକ ମୁହାଁମୁହିଁ…