ସୁନାଝରି ପାହାଡ ପାଦ ଦେଶରେ ଭାଲୁ : ପାଖ ଗ୍ରାମରେ ଆତଙ୍କ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁନାଝରି ପାହାଡ ପାଦ ଦେଶରେ ଭାଲୁ , ପାଖ ଗ୍ରାମରେ ଖେଳିଯାଇଛି ଆତଙ୍କ . ସୁକିନ୍ଦା ବନ ବିଭାଗ ଅଧିନସ୍ଥ ସୁନାଝରି ପାହାଡ ପାଦଦେଶରେ ଗୁରୁବାର ଅପରାହ୍ନ ସମୟରେ 4 ଟି ଜଙ୍ଗଲି ଭାଲୁ ବାହାରି ବିଲରେ ବୁଲୁଥିବାର ଦେଖାଯାଇଥିଲା . ଭାଲୁ ଗୁଡିକ ପାଖ ଗ୍ରାମ ବରପାଳ, ଶୁକରଣ, ସାନ୍ତରପୁର, ଓଳିଆ, ଜାମୂପଶି ମୁଁହା ହେଉଥିବା ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି .

Leave a Reply

Your email address will not be published. Required fields are marked *