ମନ ମୋହିଲେ ଦୃଷ୍ଟିହୀନ କଳାକାର !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୃଷ୍ଟିହୀନ ପିଲାମାନେ କଲେ ଲୋକ ମାନଙ୍କ ମନୋରଞ୍ଜନ . କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଦଧିବାମନ ଜୀଉ ରଥ ଦାଣ୍ଡରେ ଦୃଷ୍ଟିହୀନ ପିଲା ମାନେ ଭଜନ ପରିବେଷଣ କରି ରାସ୍ତାରେ ଯାଉଥିବା ବାଟୋଇ ଓ ବଜ଼ାରର ବ୍ୟବସାୟୀଙ୍କ ମନ ମୋହିଛନ୍ତି . ଭଜନ ମାଧ୍ୟମରେ ଅତି ସୁନ୍ଦର ଭାବେ ମନୋରଞ୍ଜନ କରିଥିଲେ କଳାକାର ମାନେ . ଏଥିରେ ଲୋକମାନେ ଖୁସି ହୋଇ ଦୃଷ୍ଟିହୀନ ପିଲା ମାନଙ୍କୁ ସ୍ୱଇଚ୍ଛାରେ କିଛି ଅର୍ଥ ପ୍ରଦାନ କରିଥିଲେ .

Leave a Reply

Your email address will not be published. Required fields are marked *