ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନିଆରା ଢଙ୍ଗରେ ପହିଲି ରଜ ପାଳନ କଲେ ସାମାଜିକ କର୍ମୀ . ପହିଲି ରଜ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଟିମ୍ ୪୯୯ ଓଡ଼ିଶା ତରଫରୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବାଲେଡି ଗ୍ରାମରେ ଥିବା ଲଡୁକେଶର ବୃଦ୍ଧାଶ୍ରମରେ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ବାଣପୁର ଅଞ୍ଚଳର ଯୁବ ସାମ୍ବାଦିକ ରାକେଶ ସାହୁ ନିଜେ ଉପସ୍ଥିତ ରହି କିଛି ଶୁଖିଲା ଖାଦ୍ୟ ବଣ୍ଟନ ସହିତ କିଛି ଆର୍ଥିକ ସହାୟତା କରିଥିଲେ ।
ନିଆରା ଢଙ୍ଗରେ ପହିଲି ରଜ ପାଳନ କଲେ ସାମାଜିକ କର୍ମୀ !!!

