ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଆୟୋଜିତ ବାଳ ସତସଙ୍ଗରେ ପିତୃ ଦିବସ ଅବସରରେ ସ୍ଥାନୀୟ ଶ୍ରୀଧର ନଗରର ଦୀପକ ପାଣିଗ୍ରାହୀଙ୍କ ବାସଗୃହ ରେ ଜଗତ ପିତା ତଥା ଜଗଦଗୁରୁ ଶ୍ରୀକୃପାଳୁ ମହାରାଜଙ୍କ ପାଦ ପୂଜନ ସହ ପୂଜାର୍ଚ୍ଚନା କରି ଆରତୀ ଓ କୀର୍ତ୍ତନ କରାଯାଇଥିଲା . ପିଲାମାନେ ଅଭିନନ୍ଦନ ଜଣାଇଥିଲେ l ଏଥିରେ ମୁଖ୍ୟ ଅତିଥି ରୂପେ ଦିବ୍ୟ ଜୀବନ ସଂଘର ସମ୍ପାଦକ ପ୍ରସାଦ ନାୟକ ଯୋଗଦେଇ ପିତୃ ଦିବସ ପାଳନର ମୁଖ୍ୟ ବିଷୟ ଗୁଡିକ ବୁଝାଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ତୁଲାଇଥିଲେ l
ପିତୃ ଦିବସ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ବାଳ ସତସଙ୍ଗ !!!

