ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡିଶା ସରକାରଙ୍କର ଶିକ୍ଷା ର ଉନତି ପାଇଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରେ ପ୍ରଥମ ଥର ପାଇଁ ଅସୁରେଶ୍ୱର ମଡେଲ ହାଇସ୍କୁଲ ରେ ଆଦର୍ଶ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ଏଥିରେ ଗରିବ ପିଲା ମାନେ କିଭଳି ଭଲ ପାଠ ପଢି ପାରିବେ ସେଥିପାଇଁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି . ଏହି ଆଦର୍ଶ ସ୍କୁଲ ରେ ମୋଟ 83 ଜଣ ଛାତ୍ର ପ୍ରବେଶିକା ପରୀକ୍ଷାରେ ପାସ ହୋଇଛନ୍ତି . ସେହି ପିଲା ମାନଙ୍କୁ ଫୁଲ ଚନ୍ଦନ ଦୀପ ରେ ବନ୍ଦାପନା କରି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଗୃହକୁ ଆଦର୍ଶ ସ୍କୁଲ ର ଅଧ୍ୟ୍ୟପକ ଓ ସ୍ଥାନୀୟ ସରପଞ୍ଚ ପ୍ରବେଶ କରାଇଥିଲେ .
ଶିକ୍ଷା ର ଉନ୍ନତି : ଆଦର୍ଶ ସ୍କୁଲ !!!

