ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରାଁସୋଳ ଢ଼ାବା ଛକ ପାଖ ଜଙ୍ଗଲରୁ ମାଛ ବେପାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ବନ୍ଧୁକ ଦେଖାଇ ଲୁଟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଁସୋଳ ଢ଼ାବା ଛକ ପାଖ ଜଙ୍ଗଲରୁ ମାଛ ବେପାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି…

ଆମ ରିପୋଟରଗଜପତିଜିଲ୍ଲାରାଜନୀତିରାଜ୍ୟ

5 T ସଚିବଙ୍କ ସହିତ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସାକ୍ଷାତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଭିଜିଲାନ୍ସ ଜାଲରେ ଡେରାବିଶ ଏବିଇଓ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଭିଜିଲାନ୍ସ ଜାଲରେ ପଡିଲେ ଡେରାବିଶ ଏବିଇଓ । ସୂଚନା ଅନୁଯାୟୀ 5000 ଟଙ୍କା…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ବାହାଡାଝୋଲା ବନାଞ୍ଚଳରେ ମୃତ ବାରହା ସହ ୨ ଟିଭିଏସ ଏକ୍ସଏଲ ବାଇକ ଜବତ : ଆସାମୀ ଫେରାର !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପୁଣି ଚର୍ଚ୍ଚା ରେ ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ | କେତେବେଳେ ଚୋରା କାଠ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମା’ ଭଗବତୀଙ୍କ ପୀଠରେ ରଜ ମହୋତ୍ସବ : ୪ ଦିନ ବ୍ୟାପୀ ସଂଧ୍ୟାରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରସିଦ୍ଧ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଚଳିତ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟରେ ଜନସାଧାରଣ ବିମୋହିତ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡା ର ଅଗ୍ରଣୀ…

ଆମ ରିପୋଟରଜିଲ୍ଲାନୟାଗଡ

ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷ ଗଙ୍ଗା ଏବଂ ଗ୍ରାମ ସଫେଇ ଅଭିଯାନର ଶୁଭାରମ୍ଭ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନବଘନପୁର ପଞ୍ଚାୟତ ରେ ଗଙ୍ଗା ଦଶହରା ଉପଲକ୍ଷେ ଗାୟତ୍ରୀ ପରିବାର ପକ୍ଷରୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦୟାନନ୍ଦ ଆଦର୍ଶ ଗୁରୁକୂଳର ଦ୍ବିତୀୟ ବାର୍ଷିକ ଉତ୍ସବ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପରିଛଳସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୂଳର ଦ୍ବିତୀୟ ବାର୍ଷିକ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ବିଶ୍ୱ ସ୍ତରୀୟ ହେବାକୁ ଥିବା ଏସସିବି ମେଡିକାଲର ବାସ୍ତବ ରୂପ !!!

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ଏସସିବି ମେଡିକାଲ , କେବଳ ଏକ ମେଡିକାଲ ନୁହେଁ, ବରଂ ଏକ ରିସର୍ଚ୍ଚ ସେଣ୍ଟର…