ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସଂନ୍ଧ୍ୟା ଦର୍ଶନ ସମୟ ଦୁଇ ଘଣ୍ଟା ବୃଦ୍ଧି !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ସଂନ୍ଧ୍ୟା ଦର୍ଶନ ସମୟ ଦୁଇ ଘଣ୍ଟା ବୃଦ୍ଧି କରାଗଲା । ଅପରାହ୍ନ ୪ ଟା ପରିବର୍ତ୍ତେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ।

Leave a Reply

Your email address will not be published. Required fields are marked *