ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମଝି ଚିଲିିକାରେ ପୁଣି ଫସିଲା ଭସାପୋଲ . ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡା – ଚିଲିକା ମଝିରେ ଭସାପୋଲ ଫସି ରହିଥିବାର ସୂଚନା ମିଳିଛି . ଭସାପୋଲରେ ୬୦ରୁ ଅଧିକ ଯାତ୍ରୀ ଥିବା ବେଳେ , ୫ ଟି ୪ ଚକିଆ ଯାନ ଓ ୨ ରୁ ଅଧିକ ବାଇକ୍ ମଧ୍ୟ ରହିଛି . ତେବେ ଭସାପୋଲକୁ ସଜାଡିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରୟାସ ଆରମ୍ଭ ହୋଇଛି .