ବଜ୍ରପାତରେ କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ବିଜେଡି ନେତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ବୁରଜାଙ୍ଗ ଗ୍ରାମରେ ବଜ୍ରପାତ ଯୋଗୁଁ 32 ଟି ଛେଳି ମୃତ୍ୟୁବରଣ କରିଥିଲେ . ଏହି ଛେଳି ପାଳନ କରି କ୍ଷତିଗ୍ରସ୍ତ ହୋଇଥିବା ପରିବାର ର ଲୋକଙ୍କ ସହ ଆଜି ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ରାୟଗଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ଗମାଙ୍ଗ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ଗୌତମି ଜାନୀ, ଏସ .ବାଲରାଜୁ, ବରିଷ୍ଠ ନେତା ଏସ .ଗଜପତି ରାଓ ଓ ରାଜ୍ୟ ବିଜେଡ଼ି ସମ୍ପାଦକ ମରୁତ ପାଳ ପ୍ରମୁଖ ଭେଟିଥିଲେ . କ୍ଷତିଗ୍ରସ୍ତ ପରିବାର କୁ ସରକାର ଙ୍କ ଠାରୁ କ୍ଷତି ପୂରଣ ବାବଦ କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ .

 

Leave a Reply

Your email address will not be published. Required fields are marked *