ଆମ ରିପୋଟରକଟକଜିଲ୍ଲା

ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଲେମ୍ବେରି ଅଧିବାସୀ !!!

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଲେମ୍ବେରୀ ଅଧିବାସୀ , ଏହାର ପ୍ରଭାବାରେ କୃଷ୍ଣପଲ୍ଲୀ ଗ୍ରାମ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ସ୍ୱାବଲମ୍ବୀ ମହିଳା ଗୋଷ୍ଠୀ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ନରସିଂହପୁର ପଞ୍ଚାୟତର ତିଲଙ୍ଗ ଗ୍ରାମରେ ଥିବା ମା…

ଆମ ରିପୋଟରଗଜପତିଜିଲ୍ଲା

ନଵ ନିର୍ବାଚିତ ସରପଞ୍ଚ ମାନଙ୍କ ନିମନ୍ତେ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ…

ଆମ ରିପୋଟରଜିଲ୍ଲାନୟାଗଡ

ରାଜ୍ୟ ସମାଜସେବୀ ମହାସଂଘକୁ ନୟାଗଡ ଜିଲ୍ଳାରି ତିନି ସଦସ୍ୟ ମନୋନୀତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟ ସମାଜସେବୀ ମହାସଂଘ କୁ ନୟାଗଡ଼ ଜିଲ୍ଲାର ଅମରେନ୍ଦ୍ର ସାହୁ ରାଜ୍ୟ ଉପ-ସଭାପତି, ସାରସ୍ଵତ…

ଆମ ରିପୋଟରଗଜପତିଜିଲ୍ଲା

ଆଦିମ ଜନଜାତି ସଂଗ୍ରହାଳୟ ଉଦଘାଟନ କଲେ ଜିଲ୍ଲାପାଳ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ଆଦିମ ଜନଜାତି ମାନଙ୍କର ଏକ ସଂଗ୍ରହାଳୟ ଜିଲ୍ଲାପାଳ ଲିଙ୍ଗରାଜ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କୃତୀ ବିଦ୍ୟାର୍ଥୀଙ୍କୁ ସିକୋ ପଞ୍ଚାୟତରେ ସମ୍ବର୍ଦ୍ଧନା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ସିକୋ ଗ୍ରାମ ପଞ୍ଚାୟତ ରେ ଅବସ୍ଥିତ ” ସିକୋ…

ଆମ ରିପୋଟରଗଜପତିଜିଲ୍ଲା

ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଟାସ୍କଫୋର୍ସ ଏଫ୍ ଉଦଘାଟନୀ ସମାରୋହ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ସରକାରଙ୍କ ପିଲାଙ୍କ ପାଇଁ ଦକ୍ଷତା (ଶିକ୍ଷା) ଭିତ୍ତିକ ନୂତନ ଟାସ୍କ ଫୋର୍ସ ଏଫ୍…

ଆମ ରିପୋଟରଜିଲ୍ଲାନୟାଗଡ

ପାଣି ମୁନ୍ଦାଏ ପାଇଁ ଏକ କିମି ଚାଲୁଛନ୍ତି ନୂଆଗାଁ ବ୍ଲକ ଗାତେରି ପଞ୍ଚାୟତ ଡାକଡୋଲ ନୂଆସାହି ବାସିନ୍ଦା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ । ମଣିଷ ଶୁଦ୍ଧ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ପଞ୍ଚାୟତ ନିର୍ବାଚନ ରେ ବିଫଳତା , ଛଅ ମାସ ପରେ ସମବାୟ ନିର୍ବାଚନ ଶାସକ ଦଳକୁ ଦେଲା ଆଶ୍ୱାସନା !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍କକର ସର୍ବବୃହତ୍ତ ତାଳବସ୍ତ ଗ୍ରାମ ପଞ୍ଚାୟତରେ ଛଅ ମାସ ତଳେ…