ପାଣି ରେ ଫସି ରହିଲା ମୋ ବସ୍‌ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ୧୫ ଫୁଟ୍‌ ଉଚ୍ଚର ପାଣି ଜମି ରହିଛି । ଜଟଣୀ ରୁ ପିପିଲି କୁ ସଂଯୋଗ କରୁଥିବା ରାସ୍ତାର ସୀତାରାମ ଛକ ନିକଟ ଅଣ୍ଡରପାସ୍‌ରେ ପାଣି ଜମି ରହିଛି । ତେବେ ଅଣ୍ଡରପାସ୍‌ରେ ପାଣି ପ୍ରବାହିତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଅଣ୍ଡରପାସ୍‌ ଦେଇ ଅତିକ୍ରମ କରୁଥିବା ମୋ ବସ୍‌ଟି ଫସି ଯାଇଥିଲା । ତେବେ ବୁଡ଼ି ଯାଇଥିବା ବସ୍‌ରୁ ଯାଚ୍ରୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକମାନେ ।

Leave a Reply

Your email address will not be published. Required fields are marked *