ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ଦେଶରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଆଜାଦି କି ଅମୃତ ମହୋତ୍ସବ ପାଳନ କରାଯାଉଛି । ଭାରତ ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ , ଆଜି ସକାଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠି, ୱାର୍ଡ ଅଫିସର ବିଜୟ କୁମାର ପଣ୍ଡା, କାଉନସିଲର ଶ୍ରୀମତି ମିନତୀ ବେହେରା, ଅଙ୍ଗନବାଡି କର୍ମୀ ଶ୍ରୀମତି ସୀତା ବେହେରାଙ୍କ ସମେତ ଗ୍ରାମର ସଦସ୍ୟ ମାନଙ୍କ ଦ୍ୱାରା ବିଶ୍ଵାଳ ସାହି ଓ ଚକ୍ରଧରପୁର ସାହି ରେ ତ୍ରିରଙ୍ଗା ଅଭିଯାନ କରାଯାଇଥିଲା .
ବାଲୁଗାଁ ବିଭିନ୍ନ ଗ୍ରାମରେ ଅଙ୍ଗନବାଡି କର୍ମୀ ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ !!!

