ଟାଟା ପାୱାର ଗ୍ରୀଭେନ୍ସ ରିଡ୍ରେସାଲ ଫୋରମ ସଭାପତି ବାଣୀ ଭୂଷଣ ମହାନ୍ତି ଙ୍କ ନାମରେ ଅପରାଧିକ ମାମଲା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରୁଛି ଟାଟା ପାୱାର . ଜୁଲାଇ ମାସ ୨୨ ତାରିଖରେ ଏପରି ଶିରୋନାମା ରେ ଖବର ପ୍ରସାରଣ କରିଥିଲୁ ଆମେ . ଆଉ ଏବେ ଘଟଣାକୁ ନେଇ ନୟାପଲ୍ଲୀ ଥାନାରେ ରୁଜୁ ହୋଇଛି ମାମଲା . ଫର୍ଜି କାଗଜପତ୍ର ଦାଖଲ କରି ବେଆଇନ ଭାବରେ ବିଦ୍ୟୁତ ସଂଯୋଗ ନେଇଥିବା ରଞ୍ଜିତା ସ୍ୱାଇଁ ଏବଂ ଟାଟା ପାୱାର ଜିଆରଏଫ ର ସଭାପତି ବାଣୀ ଭୂଷଣ ମହାନ୍ତିଙ୍କ ନାମରେ ସଙ୍ଗୀନ ଦଫାରେ ରୁଜୁ ହୋଇଛି ମାମଲା . ତେବେ ଜଣଙ୍କର ମାଲିକାନା ରେ ଥିବା ସ୍ଥିତିବାନ ଜାଗା ଉପରେ ଅନ୍ୟ ଜଣଙ୍କୁ ବିଦ୍ୟୁତ ସଂଯୋଗ ଦେବା ପରେ ବିବାଦର ସୂତ୍ରପାତ ହୋଇଥିଲା . ଘଟଣାକୁ ନେଇ ଅଭିଯୋଗ ଆଣିଥିଲେ ରାଜଧାନୀ ଜାଗମରା ଜଗମୋହନ ନଗର ଅଞ୍ଚଳର ବାସିନ୍ଦା କିଶୋରୀ ମହାନ୍ତି .

Leave a Reply

Your email address will not be published. Required fields are marked *