କଣାସ ବନ୍ୟାଞ୍ଚଳରେ ରାଜ୍ୟ ବିଜେପି ପ୍ରତିନିଧି ଦଳ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା କଣାସ ବ୍ଲକ ରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ବନ୍ୟାଞ୍ଚଳରେ ପହଞ୍ଚିଛି ରାଜ୍ୟ ବିଜେପି ପ୍ରତିନିଧି ଦଳ ! ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ସହିତ ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର , ବରିଷ୍ଠ ନେତା ରମାରଞ୍ଜନ ବଳିଆରସିଂହ , ରାଜ୍ୟ କୃଷକମୋର୍ଚ୍ଚା ସଭାପତି , ସ୍ଥାନୀୟ ସମିତି ସଭ୍ୟ ସରପଞ୍ଚ ମାନେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକ ଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ! ବନ୍ୟା ବିପନ୍ନ ଙ୍କୁ ଆବଶ୍ୟକ ରିଲିଫ ଯୋଗାଇ ଦେବାପାଇଁ ଜିଲ୍ଲାପାଳ ଙ୍କ ସହିତ ଫୋନ ଯୋଗେ ଆଲୋଚନା କରିଥିଲେ !

 

Leave a Reply

Your email address will not be published. Required fields are marked *