କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ରକ୍ତର ଅଭାବ କିଛି ମାତ୍ରାରେ କମ୍ କରିବା ସହିତ, ରକ୍ତଦାନ କରି ରକ୍ତ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କଲେ ସାମାଜିକ କର୍ମୀ । କଟକ ସହର ରାଉସା ପାଟଣାର ଗୋପବନ୍ଧୁ ବିହାର କମିଟି, ଆମ ଓଡ଼ିଶା , ଇନର ୱିଲ କ୍ଳବ୍ କଟକ, ଲାୟନସ କ୍ଲବ , ପ୍ରତିଧ୍ଵନି ଓ ରେଡକ୍ରସର ମିଳିତ ସହଯୋଗରେ କମ୍ୟୁନିଟି ହଲ୍ ଠାରେ ଶତାଧିକ ଯୁବକ ଯୁବତୀ ଶିବିରରେ ଯୋଗଦାନ କରି ସ୍ଵତଃ ଭାବେ ରକ୍ତଦାନ କରିଛନ୍ତି ।
ରକ୍ତଦାନ କରି ରକ୍ତ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କଲେ ସାମାଜିକ କର୍ମୀ !!!

