ଦରମା ନପାଇ ଆନ୍ଦୋଳନରେ ବସିବାରୁ ଧମକ ଦେଲେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦରମା ନପାଇ ଆନ୍ଦୋଳନରେ ବସିବାରୁ ଧମକ ଦେଲେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ . ଅଂଶିକା ସର୍ଭିସେସ ଲଣ୍ଡ୍ରୀ କର୍ମଚାରୀ ମାନଙ୍କୁ ସଂସ୍ଥା ର ମାଲିକ ଚିତ୍ତରଞ୍ଜନ ଦାସ ଏବଂ ସୁପରଭାଇଜର ଅନୁରାଗ ଖଟେଇ ପାରିଶ୍ରମିକ ନ ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପ୍ରତିବାଦରେ ଭାରତୀୟ ଜିଲ୍ଲା ମଜଦୂର ସଂଘ ପକ୍ଷରୁ ଲଣ୍ଡ୍ରୀ କର୍ମଚାରୀ ମାନେ ଧାରଣା ରେ ବସିଥିଲେ । ସାତ ଦିନ ପରେ ଅଭିଯୋଗ ସମ୍ପର୍କରେ ବୁଝାଯିବ କହିବା ସହ ଚିକିତ୍ସାଳୟ ପରିସରରେଧାରଣାରେ ବସିଲେ ନୟାଗଡ଼ ଜିଲ୍ଲାରେ ଚାକିରୀ ଦିଆଯିବ ନାହିଁ ବୋଲି ସିଡିଏମଓ ଧମକ ଦେଇଥିବା ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *