ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ରାସ୍ତା ନିର୍ମାଣ ଓ ଗୋଚର ଜମିରୁ ଜବରଦଖଲ ଉଛେଦ ଦାବିରେ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଭାଲୁରଗାଁ, ତଳପଡା, ମାସରଗାଣ୍ଡା, ଗୋଡ଼ଗାଁ, ଗଟେଣୀ,…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସାବଧାନ !!!! ବାଣପୁରରେ ମାତିଛନ୍ତି ଡିଜିଟାଲ ଲୁଟେରା : ମହିଳାଙ୍କ ଏଟିଏମ ବଦଳ କରି ଲୁଟିନେଲେ ଟଙ୍କା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଡିଜିଟାଲ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି ।…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ପୁରୁଣା ଜେଲ ଜମିରେ ପ୍ରସ୍ତାବିତ ବହୁତଳ ମାର୍କେଟ କଂପ୍ଲେକ୍ସ ନିର୍ମାଣ ନିଷ୍ପତ୍ତି ପ୍ରତ୍ୟାହାର ଦାବୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଟ୍ରାଫିକ ମୁକ୍ତ ସୁନ୍ଦର ସହର ପାଇଁ ପୁରୁଣା ଜେଲ ଜମିରେ ପ୍ରସ୍ତାବିତ ବହୁତଳ ମାର୍କେଟ…

ଆମ ରିପୋଟରକଟକଜିଲ୍ଲା

ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀଙ୍କ ବାଙ୍କୀ ଗସ୍ତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ବାଙ୍କୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପରିମଳ ବ୍ୟବସ୍ଥାରେ ଆବଶ୍ୟକୀୟ ସାମଗ୍ରୀ ନମିଳିବାରୁ ବାଲୁଗାଁ ଏନଏସି ଘେରାଉ କଲେ ସଫେଇ କର୍ମଚାରୀ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପରିମଳ ବ୍ୟବସ୍ଥାରେ ଆବଶ୍ୟକୀୟ ସାମଗ୍ରୀ ନମିଳିବାରୁ ବାଲୁଗାଁ ଏନଏସି ଘେରାଉ କଲେ ସଫେଇ କର୍ମଚାରୀ…

Breaking newsଆମ ରିପୋଟରଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ଆଜାଦି କା ଅମୃତ କାର୍ଯ୍ୟକ୍ରମ ପାଳିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ଆଜାଦି କା ଅମୃତ କାର୍ଯ୍ୟକ୍ରମ ପାଳିତ ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଛିନତାଇ ଅଭିଯୋଗରେ ଖବରକାଗଜ ପ୍ରତିନିଧି ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଞ୍ଚଳର ଏକ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛିନତାଇ ଅଭିଯୋଗରେ ପୁଲିସ ଗିରଫ…

ଆମ ରିପୋଟରଗଜପତିଜିଲ୍ଲା

ପାରା ସଂପ୍ରସାରଣ କର୍ମଚାରୀ ମାନଙ୍କର ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କୃଷି କାର୍ଯ୍ୟାଳୟ ଠାରେ ପାରା ସଂପ୍ରସାରଣ…