ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁଣି ଚିଲିକାରେ ବୁଡ଼ିଲା ଡ଼ଙ୍ଗା ! ଭୋଜି ଖାଇ ଫେରୁଥିବା ବେଳେ ଅଘଟଣ । ଗମ୍ଭାରୀ ଗାଁ କାଳିଜାଇ କୁଦ ନିକଟରେ ବୁଢ଼ିଲା ଡଙ୍ଗା । ଡଙ୍ଗା ମଧ୍ୟରେ ୧୩ ଜଣ ଥିବା ସୂଚନା , ଦୁର୍ଘଟଣାରେ ୨ ମୃତ ! ଅଗ୍ନିଶମ ବାହିନୀ ଦ୍ଵାରା ଶବ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀ ମାନେ ପହଁରି ପହଁରି କୂଳରେ ପହଞ୍ଚି ଥିବା ସୂଚନା ।
ପୁଣି ଚିଲିକାରେ ବୁଢ଼ିଲା ଡ଼ଙ୍ଗା : ୨ ମୃତ !!!

