ଅନୁଗୋଳ ସହର ରେ ଖୋଲିଲା HP କମ୍ପ୍ୟୁଟର ର ନୂତନ ସୋରୁମ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହର ରେ କମ୍ପ୍ୟୁଟର ର ଆବଶ୍ୟକତା କୁ ଉପଲବ୍ଧି କରି ନିଗମ କମ୍ପ୍ୟୁଟର ତାର ଦ୍ୱିତୀୟ ସୋରୁମ କୁ ଅନୁଗୋଳ ସହର ର ଅମଲାପଡା ଷଷ୍ଠ ଲାଇନ ରେ ଖୋଲିଛନ୍ତି । ପୂର୍ବରୁ ଅନୁଗୋଳ ସହର ବାସୀ HP ର ବିଭିନ୍ନ ଜିନିଷ ର କ୍ରୟ କରିବା ପାଇଁ ନାଲକୋ ର FCI ଛକ ପାଖରେ ଥିବା HP ନିଗମ କମ୍ପ୍ୟୁଟର ସୋରୁମ କୁ ଯାଉଥିଲେ । କିନ୍ତୁ ରାସ୍ତା ର ଦୁରାବସ୍ଥା ଓ ଗ୍ରାହକ ମାନଙ୍କ ଅସୁବିଧା କୁ ବୁଝି ନିଗମ କମ୍ପ୍ୟୁଟର ତାର ଅନ୍ୟ ଏକ ସୋରୁମ କୁ ଅନୁଗୋଳ ସହର ରେ ଖୋଲିଛି । ଏଥିରେ ଗ୍ରାହକ ମାନଙ୍କୁ HP ଓ ନିଗମ ପକ୍ଷରୁ ସବୁ ପ୍ରକାର ସର୍ଭିସ ସୁବିଧାରେ ଯୋଗାଇ ଦିଆଯିବ ତା ସହିତ ହୋମ ସର୍ଭିସ ର ମଧ୍ୟ ସୁବିଧା ଥିବା କହିଛନ୍ତି ଆଞ୍ଚଳିକ ସେଲସ ମ୍ୟାନେଜର ସନ୍ତୋଷ କୁମାର ମଣ୍ଡଳ , ସେହିପରି କିଭଳି ଗ୍ରାହକ ମାନେ ସୁବିଧାରେ HP ର ସର୍ଭିସ ପାଇ ପାରିବେ ଓ ଏହାକୁ କ୍ରୟ କରିବେ ନିଗମ କମ୍ପ୍ୟୁଟର ସମସ୍ତ ସୁବିଧା ଯୋଗାଇ ଦେବାକୁ କହିଛନ୍ତି ଏହାର ମାଲିକ ବସୁଦେବ ସ୍ଵାଇଁ ।

Leave a Reply

Your email address will not be published. Required fields are marked *