ମାର୍କେଟ ବିଲଡିଙ୍ଗ ରେ ଲାଗିଲା ନିଆଁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ର ମାର୍କେଟ ବିଲଡିଙ୍ଗ ରେ ଅଗ୍ନିକାଣ୍ଡ ! ମାର୍କେଟ ବିଲଡିଙ୍ଗ ଭିତରେ ଥିବା ଉଷା ସୋରୁମ ରେ ଲାଗିଲା ନିଆଁ ! ନିଆଁ ଲିଭା କାମରେ ଅଗ୍ନିଶମ ବିଭାଗର ୪ଟି ଗାଡି ନିୟୋଜିତ ହୋଇଥିବା ବେଳେ ନିଆଁ କୁ ଆୟତ୍ତ କରାଯାଇଛି ! ତେବେ କେଉଁ କାରଣରୁ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ !

Leave a Reply

Your email address will not be published. Required fields are marked *