ମାଛଧରା ଜାଲରେ ପଡିଲା ଅଜଗର ସାପ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମାଛଧରା ଜାଲରେ ପଡିଲା ଅଜଗର ସାପ ! କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଠାରେ ଚିତ୍ରୋତ୍ପଳା ନଦୀ ରେ ଜାଲ ଦ୍ବାରା ମାଛ ଧରୁଥିବା ବେଳେ ଜାଲରେ ଏକ ବିରାଟକାୟ ଅଜଗର ସାପ ପଡ଼ିଥିଲା । ଅଜଗର ର ବୟସ ପାଖାପାଖି ଦେଢ଼ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଜାଲରୁ ଅଜଗର ସାପ କୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *