ଯୁବ ପରିବେଶବିତ ଡ଼ .ଅୟସକାନ୍ତ ରାୟଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସବଡିଭିଜନାଲ୍ ଆୱାର୍ଡ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପର ଯୁବ ପରିବେଶବିତ ଡ଼ .ଅୟସକାନ୍ତ ରାୟ ଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସବଡିଭିଜନାଲ୍ ଆୱାର୍ଡ | କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଅୟସକାନ୍ତ ଙ୍କୁ ଏହି ସମ୍ମାନଜନକ ଆୱାର୍ଡ ମିଳିଥିବା ବେଳେ ସେ ପରିବେଶ ଓ ପ୍ରକୃତିର ରକ୍ଷା ଦିଗରେ କାର୍ଯ୍ୟ କରି ଅନେକ ସମ୍ମାନ ରେ ସମ୍ମାନୀତ ହୋଇ ସାରିଛନ୍ତି | ଜଗତସିଂହପୁର ଜିଲ୍ଲା ତରଫରୁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା | ଅୟସକାନ୍ତ ତାଙ୍କ ଛାତ୍ର ସମୟ ରୁ ବୃକ୍ଷ ରୋପଣ କରିବା, କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା , ପଶୁ ପକ୍ଷୀ ଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ ପ୍ରକୃତି ରଥ ବିଭିନ୍ନ ଜିଲ୍ଲା ରେ ବୁଲାଇବା ଆଦି କାର୍ଯ୍ୟ କରିଛନ୍ତି |

Leave a Reply

Your email address will not be published. Required fields are marked *