ପାରଳାଖେମୁଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର ସମୁଖରେ ଥିବା ନାମ ଫଳକରେ ସହର ନାମ ଭୁଲ ଲେଖାକୁ ନେଇ ଅସନ୍ତୋଷ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଲାଗ ଯାଇଥିବା ଗ୍ଲୋ ସାଇନ ବୋର୍ଡରେ ପାରଳାଖେମୁଣ୍ଡି ଶାଖା ଲେଖାଯାଇ ଥିବା ସ୍ଥାନରେ “ପରଳାଖେମୁଣ୍ଡି” ଲେଖା ଯାଇଛି । ସହରର ନାମ ଭୁଲ ଲେଖାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ , ଲେଖାକୁ ସଂଶୋଧନ କରିବା ସକାଶେ ଜନସାଧାରଣ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି ! ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ତୃଟି ମାର୍ଜନା କରି ସଠିକ ଲେଖିବା ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *