ଅର୍ଚ୍ଚନା ମାମଲାରେ ଚର୍ଚ୍ଚାରେ କୋଇଲା ନଗରୀ ନେତା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ଗଣାମାଧ୍ୟମ ଠୁ ଆରମ୍ଭ କରି ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟନ୍ତ ଏବେ ସବୁଠି ଖବର ର ଶୀରୋନାମାରେ ଅର୍ଚ୍ଚନା ! ପ୍ରତିଦିନ ସାମନାକୁ ଆସୁଛି ନୂଆ ନୂଆ ରୋମାଞ୍ଚକର ତଥ୍ୟ ! ଏୟାରପୋର୍ଟ ରେ ସେଲ୍ଫି , ନୟାଗଡ ସର୍କିଟ ହାଉସ ରେ ରହଣି ଏବଂ ଅନୁଗୁଳ ଆରଟିଓ ପଞ୍ଜୀକରଣ ଥିବା ଦାମୀ ଗାଡି ଗିଫ୍ଟ କୁ ନେଇ ଏବେ ଚର୍ଚ୍ଚା କୁ ଆସିଛନ୍ତି କୋଇଲାନଗରୀ ନେତା ! ତେବେ ନେତା ଜଣକ ରାଜନୀତିରେ ଯେତିକି ଚର୍ଚ୍ଚିତ , ତାଠାରୁ ଅଧିକ ଚର୍ଚ୍ଚିତ ପ୍ରେମ ବ୍ୟାପାରକୁ ନେଇ ! ଆଗରୁ ମଧ୍ୟ ସମ୍ପୃକ୍ତ ନେତାଙ୍କ ସରକାରୀ ବାସଭବନ ଆଗରେ ଜଣେ ପ୍ରେମିକା ଙ୍କ ଧାରଣା , ଦୁର୍ବୁତ୍ତ ଙ୍କ ଦ୍ୱାରା ନେତାଙ୍କ ଗାଡି ପୋଡି ଖବର ରେ ରହିଥିଲା ! ଆଉ ଏବେ ଅର୍ଚ୍ଚନା ଲିଙ୍କ ରେ ସେଇ ନେତାଙ୍କ ନାଁ ଆସିବା ପରେ ପୁରା ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚା ଜୋରଦାର !

Leave a Reply

Your email address will not be published. Required fields are marked *