ନାଲକୋ ଥାନା କୁଲାଡ଼ ଠାରେ ଦୁର୍ଘଟଣା : ଜଣେ ଆହତ !!!

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଠାରେ ଦୁର୍ଘଟଣା ଘଟି ଜଣେ ଆହତ । ସୂଚନା ଅନୁଯାୟୀ ବଅଁରପାଳ ପଟୁ ନାଲକୋ ଆଡେ ଆସୁଥିବା CG 13 E 2799 କୋଇଲା ବୋଝେଇ ଟ୍ରକ ଚାଳକ ମଦ ପିଇ CG 04 ML 6117 ଅନୁଗୋଳ ଆସୁଥିବା ସମୟରେ କୁଲାଡ଼ ଛକ ଠାରେ ମୁହାଁ ମୁହେଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଗ୍ରାମବାସୀ ପୋଲିସ ଅଗ୍ନିଶମ ବିଭାଗ ସହାୟତା ରେ ଚାଳକ କୁ ଗାଡିରୁ ବାହାର କରି ଅନୁଗୋଳ ଚିକିତ୍ସାଳୟ କୁ ପଠାଇଥିଲେ । ଚାଳକ ପ୍ରଚୁର ମଦ ପିଇ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *