ଅଚିହ୍ନା ଶବର ସାଥି ପାଲଟିଲେ କିନ୍ନର ଚିନ୍ମୟୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାର ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସ ପାଲଟିଛନ୍ତି ଅଚିହ୍ନା ଶବର ସାଥି ! କୋଭିଡ ର ଭୟାବହ ପରିସ୍ଥିତିରେ ମଧ୍ୟ ସେ ଜାରି ରଖିଥିଲେ ଏହି କାର୍ଯ୍ୟ ! ଆଜି ରେଲୱେ ଟ୍ରାକ ରେ ପ୍ରାଣ ହରେଇଥିବା ଜଣେ ଅଜଣା, ଅପରିଚିତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଛନ୍ତି ଚିନ୍ମୟୀ ଦାସ ! ଅନଗୁଳ ଥାନା ଜିଆରପି ଥାନାରେ ଯାଉନଥିବାରୁ ଏକ ଅଜଣା ଶବ ଉଦ୍ଧାର ପରେ ପୁଲିସ ତରଫରୁ ସୂଚନା ପାଇ ସମାଜସେବୀ ଚିନ୍ମୟୀ ଏବଂ ଚନ୍ଦ୍ରକାନ୍ତ ମିଶି ପୋଲିସ ଓ ଆଡିଶନାଲ ମାଜିଷ୍ଟ୍ରେଟ ଅଜୟ ଗଡ଼ନାୟକ ସାର ଙ୍କ ଉପସ୍ଥିତ ରେ ଶବଟିକୁ ଅନ୍ତିମ ସଂସ୍କାର କରିଥିଲେ !

Leave a Reply

Your email address will not be published. Required fields are marked *